ENGLISH
हिंदी
मराठी
తెలుగు
தமிழ்
বাংলা
অসমীয়া বাংলা बोड़ो डोगरी ગુજરાતી ಕನ್ನಡ كأشُر कोंकणी संथाली মনিপুরি नेपाली ଓରିୟା ਪੰਜਾਬੀ संस्कृत தமிழ் తెలుగు ردو
Register
Login
କୃଷି
ସ୍ଵାସ୍ଥ୍ୟ
ଶିକ୍ଷା
ସମାଜ କଲ୍ୟାଣ
ଶକ୍ତି
ଇ-ଗଭର୍ଣ୍ଣ।ନ୍ସ
Register for Webinar
Popular Topics
ଜାତୀୟ ଆୟୁଷ ମିଶନ
ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକରେ ଦ୍ଵାଦଶ ଯୋଜନା ଅନ୍ତର୍ଗତରେ ଭାରତ ସରକାରଙ୍କ ଆୟୁଷ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଦ୍ଵାରା ଆୟୁଷ ମିଶନ ଗଠନ କରାଗଲା ।
ଜାତୀୟ କୌଶଳ ବିକାଶ ନିଯୋଗ
ଜାତୀୟ କୌଶଳ ବିକାଶ ମିଶନ, ଜୁଲାଇ ୧୫, ୨୦୧୫ ଠାରୁ ଆରମ୍ଭ ହୋଇଛି, ଆନ୍ତରାଜ୍ୟ ସ୍ତରରେ, ବିଭାଗ ସ୍ତରରେ ସଂମିଳନ ସୃଷ୍ଟି କରିବାକୁ ଲକ୍ଷ ରଖିଛି ।
ଜାତୀୟ ଡିଜିଟାଲ ସାକ୍ଷରତା ମିଶନ
ଜାତୀୟ ଡିଜିଟାଲ ସାକ୍ଷରତା ମିଶନ ଦ୍ଵାରା ଆଇ.ଟି ଟ୍ରେନିଂ ଦିଆଯିବାର ଲକ୍ଷ୍ୟ ରକ୍ଷାଯାଇଛି ।
ଜାତୀୟ ପ୍ରାଣୀସମ୍ପଦ ନିୟୋଗ
୨୦୧୪-୧୫ ରେ ଆରମ୍ଭ ହୋଇଥିବା ଜାତୀୟ ପ୍ରାଣୀସମ୍ପଦ ନିୟୋଗ ପ୍ରାଣୀସମ୍ପଦ ଉତ୍ପାଦନ ପ୍ରଣାଳୀ ଓ ସମସ୍ତ ହିତାଧିକାରୀଙ୍କ କ୍ଷମତା ବର୍ଦ୍ଧନ କ୍ଷେତ୍ର ରେ ବିକାଶ ପାଇଁ ଉଦ୍ଦିଷ୍ଟ ।
ଜାତୀୟ ରୁର୍ବାନ ମିଶନ (NRuM)
ଗ୍ରାମପୁଞ୍ଜ ଗୁଡିକ ଅର୍ଥନୈତିକ, ସାମାଜିକ ଓ ଭୂମିକାରୂପ ଉନ୍ନତିକଳ୍ପେ ଭାରତ ସରକାର ୨୧ ଫେବୃଆରୀ ୨୦୧୬ରେ ଜାତୀୟ ରୁର୍ବାନ ମିଶନ ପ୍ରାରମ୍ଭ କରିଛନ୍ତି ।
ମିଶନ ଇନ୍ଦ୍ରଧନୁଷ
ସାତଟି ଟିକା ଦ୍ଵାରା ନିବାରଣୀୟ ଶିଶୁରୋଗ ଡିପଥେରିଆ, ପୋଲିଓ, ଟିବି, ହୁପିଂ କାଶ, ଟିଟାନସ, ହେପାଟାଇଟିସ -ବି ଏବଂ ମିଳିମିଳାରୁ ସମସ୍ତ ପିଲାଙ୍କୁ ରକ୍ଷା କରିବା ପାଇଁ ଏକ ସମ୍ପୁର୍ଣ୍ଣ ଟିକାକରଣ ଅଭିଯାନ ।
ସ୍ଵଚ୍ଛ ଭାରତ ମିଶନ
ସ୍ଵଚ୍ଛ ଭାରତ ମିଶନ ର ସୂଚନା
ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ (NRHM)
୨୦୦୫, ଏପ୍ରିଲ ୧୨ ତାରିଖରେ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ଗଠନ କରାହୋଇଥିଲା ।
ଜାତୀୟ ସ୍ୱାସ୍ଥ୍ୟ ମିଶନ (NHM)
ସହରାଞ୍ଚଳରେ ରହୁଥିବା ଗରିବ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ କାର୍ଯ୍ୟକରେ ।
English to Hindi Transliterate